Jump to content

Test100

From Wikipedia!

Template:ଛୋଟ


କଟକ ଠାରେ କଟକ୍ ଠାରେ

Schwarzschild black hole
କୃଷ୍ଣଗର୍ତ୍ତ ଯୋଗୁଁ ହେଉଥିବା ମହାକର୍ଷଣୀୟ ଲେନ୍ସିଂର କମ୍ପ୍ୟୁଟର୍ ସହାୟତାରେ ହୋଇଥିବା ଅନୁକରଣ - ଏହି ପ୍ରଭାବରେ ପଛପଟେ ଥିବା ଏକ ଆକାଶଗଙ୍ଗାର ଆକାର ବିକୃତ ହୋଇଯାଉଛି

କୃଷ୍ଣଗର୍ତ୍ତ (Black holeblblbl; ବ୍ଲାକ୍ ହୋଲ୍) ମହାଶୂନ୍ୟ-କାଳରେ (spacetime) ଏପରି ଏକ ସ୍ଥାନ ଯାହାର ମାଧ୍ୟାକର୍ଷଣ ସବୁକିଛି ଏପରିକି ଆଲୋକକୁ ବି ଖସି ଯିବାକୁ ଦେଇନଥାଏ ।[1] ମହାକାଶରେ କୃଷ୍ଣଗର୍ତ୍ତ (ଈଂରାଜୀରେ Black Hole) ଅସୀମ (ଅତ୍ୟଧିକ) ବସ୍ତୁତ୍ୱ ବିଶିଷ୍ଟ ଏକ ବିନ୍ଦୁ । ସ୍ଥାନ-କାଳର ପଟ୍ଟ ଉପରେ ଅବସ୍ଥିତ ଏହି ବିନ୍ଦୁର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା’ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ ।[2] ବସ୍ତୁଠାରୁ ଆସୁଥିବା ଆଲୋକ ଆମ ଆଖି ପର୍ଯ୍ୟନ୍ତ ଆସିଲେ ଆମେ ତା’କୁ ଦେଖିପାରୁ । ଆଲୋକ ଯାହାର ମହାକର୍ଷଣ ପ୍ରଭାବରୁ ବାହାରି ପାରୁନାହିଁ, ତା’କୁ ଆମେ ଦେଖି ପାରିବା ନାହିଁ । ତେଣୁ ଏହି ବସ୍ତୁକୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି କହିପାରିବା । ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ ।[3][4] ଏହା ଅଦୃଶ୍ୟମାନ ବୋଲି କଳା ବା କୃଷ୍ଣ ଏବଂ ଏହାର ଗୋଲକାକୃତି ୨ ଆୟାମରେ ବୃତ୍ତ ବା ଛିଦ୍ର ପରି ଦେଖାଯାଏ । 

କୃଷ୍ଣଗର୍ତ୍ତ ଚତୁଃପାର୍ଶ୍ୱକୁ ପାରକରି ଏହାର ପ୍ରଭାବ କ୍ଷେତ୍ର ବାହାରକୁ ଯାଇହେବ ନାହିଁ । କୃଷ୍ଣଗର୍ତ୍ତର ପ୍ରଭାବ କ୍ଷେତ୍ରକୁ “ଘଟଣା କ୍ଷିତିଜ” (ଈଂରାଜୀରେ Event Horizon) ବୋଲି କୁହାଯାଏ । ଏହି ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ଏହା ଭିତରେ କଣ ହେଉଛି ପ୍ରମାଣ

ଆଧାର

[edit]

Template:ଆଧାର

ସହାୟକ ଗ୍ରନ୍ଥ

[edit]
Popular reading
  • Ferguson, Kitty (1991). Black Holes in Space-Time. Watts Franklin. ISBN 0-531-12524-6. {{cite book}}: Invalid |ref=harv (help)
  • Hawking, Stephen (1988). A Brief History of Time. Bantam Books, Inc. ISBN 0-553-38016-8. {{cite book}}: Invalid |ref=harv (help)
  • Hawking, Stephen; Penrose, Roger (1996). The Nature of Space and Time. Princeton University Press. ISBN 0-691-03791-4. {{cite book}}: Invalid |ref=harv (help)
  • Melia, Fulvio (2003). The Black Hole at the Center of Our Galaxy. Princeton U Press. ISBN 978-0-691-09505-9. {{cite book}}: Invalid |ref=harv (help)
  • Melia, Fulvio (2003). The Edge of Infinity. Supermassive Black Holes in the Universe. Cambridge U Press. ISBN 978-0-521-81405-8. {{cite book}}: Invalid |ref=harv (help)
  • Pickover, Clifford (1998). Black Holes: A Traveler's Guide. Wiley, John & Sons, Inc. ISBN 0-471-19704-1.
  • Stern, B. (2008). "Blackhole".[permanent dead link], poem.
  • Thorne, Kip S. (1994). Black Holes and Time Warps. Norton, W. W. & Company, Inc. ISBN 0-393-31276-3. {{cite book}}: Invalid |ref=harv (help)
  • Wheeler, J. Craig (2007). Cosmic Catastrophes (2nd ed.). Cambridge University Press. ISBN 0-521-85714-7. {{cite book}}: Invalid |ref=harv (help)
University textbooks and monographs
Review papers

ବାହାର ଲିଙ୍କ

[edit]
Videos


ଶ୍ରେଣୀ:ମହାକାଶ ବିଜ୍ଞାନ

  1. ^ Wald 1984, pp. 299–300
  2. ^ Wald 1984, pp. 299–300
  3. ^ Wald, R. M. (1997). "Gravitational Collapse and Cosmic Censorship". arXiv:gr-qc/9710068. {{cite arXiv}}: |class= ignored (help)
  4. ^ Overbye, Dennis. "Black Hole Hunters", NASA, 8 June 2015. Retrieved on 8 June 2015.