ଆଫ୍ରିକା
ଦେଖଣା
| କ୍ଷେତ୍ରଫଳ | 30,221,532 km2 (11,668,599 sq mi) |
|---|---|
| ଲୋକସଁଖ୍ୟା | 1,022,234,000[୧] (2010, ଦ୍ୱିତୀୟ) |
| ଲୋକସଁଖ୍ୟାର ଘନତା | 30.51/km2 (about 80/sq mi) |
| ରାଷ୍ଟ୍ରିଅତା | African |
| ଦେଶ | ୫୬ (List of countries) |
| ଅଧିନରେ ଥିବା ଜାଗା | List |
| ଭାଷା | Languages of Africa |
| ସମୟ ଜୋନ | UTC-1 to UTC+4 |
| ନଗର | List of metropolitan areas in Africa List of cities in Africa |
ଆଫ୍ରିକା ପୃଥିବୀର ଦ୍ୱିତୀୟ ସର୍ବବୃହତ ମହାଦେଶ ।ଏହା ପୃଥିବୀର ୬% ଅଂଶ ଓ ସ୍ଥଳଭାଗର ୨୦.୪% ସ୍ଥାନ ଅଧିକାର କରିଛି ।[୨]
ଏସିଆ ପରେ ଏହା ଦ୍ୱିତୀୟ ଜନବହୁଳ ମହାଦେଶ । ପୃଥିବୀର ୧୪.୭୨ ଭାଗ ଲୋକ ଏଠାରେ ବାସ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କର ରଙ୍ଗ କଳା[ଆଧାର ଲୋଡ଼ା] ।

ଆଧାର
[ସମ୍ପାଦନା]- ↑ "World Population Prospects: The 2010 Revision" United Nations (Department of Economic and Social Affairs, population division)
- ↑ Sayre, April Pulley. (1999) Africa, Twenty-First Century Books. ISBN 0-7613-1367-2.
ଅଧିକ ତଥ୍ୟ
[ସମ୍ପାଦନା]| ଆଫ୍ରିକା ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
| ଉଇକିକଥାରୁ ଢଗଢମାଳି ଓ କଥାମାନ | |
| ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
| ଉଇକିପୋଥିରେ ପଢ଼ାବହିମାନ | |
- ଆଫ୍ରିକା at Curlie
- African & Middle Eastern Reading Room from the United States Library of Congress
- Africa South of the Sahara from Stanford University
- The Index on Africa from The Norwegian Council for Africa
- Africa from The Columbia Gazetteer of the World Online
- Aluka Digital library of scholarly resources from and about Africa
- Atlas of Our Changing Environment: Africa Archived 2009-12-04 at the Wayback Machine. from United Nations Environment Programme
- Africa Interactive Map Archived 2010-01-17 at the Wayback Machine. from the United States Army Africa
- Wikimedia Atlas of Africa
- ଇତିହାସ
- African Kingdoms
- The Story of Africa from BBC World Service
- Africa Policy Information Center (APIC)
- Charles Finch: Nile Genesis Archived 2010-01-30 at the Wayback Machine.
- ଖବର
- allAfrica.com current news, events and statistics
- Focus on Africa magazine from BBC World Service
- ଭ୍ରମଣ
ଆଫ୍ରିକା travel guide from Wikivoyage
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |